ଏସ୍‌ପ୍ଲାନେଡ ମଲ୍‌ରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନ୍ଦ କରିଦେଲେ ମଲ୍‌

ଭୁବନେଶ୍ୱର : କାର୍ଯ୍ୟରତ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସପ୍ଲାନେଡ୍ ମଲ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଏବଂ ଦୁଇଜଣ ସୁରକ୍ଷାକର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ। ମଲ୍ ଖୋଲିବା ପରେ ଆଜି ସାମ୍ବାଦିକମାନେ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ପୁଲିସ ଦୁଇ ସୁରକ୍ଷାକର୍ମୀ ପଙ୍କଜ ଓ … Continue reading ଏସ୍‌ପ୍ଲାନେଡ ମଲ୍‌ରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନ୍ଦ କରିଦେଲେ ମଲ୍‌